ନାଡ଼ି ଚିପା Nāṟḍ̠i chipā

  • ଦେ. ବି — ନାଡ଼ି ପରୀକ୍ଷା; ନାଡ଼ିର ସ୍ପନ୍ଦନକୁ ହାତ ଦ୍ୱାରା ବୋଧ କରିବା — Feeling of the pulse
  • ଦେ. ବି — (ଯେ ନାଡ଼ି ଚିପେ) ବୈଦ୍ୟ; କବିରାଜ — A physician (one who feels the pulse of patients)