ନାହିଁନା Nāhiñnā

  • ଦେ. ଅ. (ନାହିଁ ଶବ୍ଦର ଦୁଇଥର ପ୍ରୟୋଗଦ୍ୱାରା ନାହିଁ ଅର୍ଥ ଉପରେ ଗୁରୁତାରୋପ) — ଆଦୌ ନାହିଁ; ନୁହେଁ — No no
  • ଦେ. ଅ. (ନାହିଁ ଶବ୍ଦର ଦୁଇଥର ପ୍ରୟୋଗଦ୍ୱାରା ନାହିଁ ଅର୍ଥ ଉପରେ ଗୁରୁତାରୋପ) — ଆବର ନାହିଁ ନା ଉପନ—ଯଶୋବନ୍ତ. ପ୍ରେମଭକ୍ତିଗୀତା।
  • ଦେ. ଅ. (ନାହିଁ ଶବ୍ଦର ଦୁଇଥର ପ୍ରୟୋଗଦ୍ୱାରା ନାହିଁ ଅର୍ଥ ଉପରେ ଗୁରୁତାରୋପ) — (ପ୍ରଶ୍ନାର୍ଥରୂପ) ଅବଶ୍ୟ (ଯଥା—ମୁଁ କାଲି ଘରକୁ ଯିବି ନାହିଁ ନାଁ ? ଅର୍ଥାତ୍ ମୁଁ କାଲି ଘରକୁ ନିଶ୍ଚୟ ଯିବି) — (interrogative from) Certainly