ନାହିଁ କରିବା Nāhiñ karibā

  • ଦେ. କ୍ରି — ଅସ୍ୱୀକାର କରିବା; ଅସମ୍ମତ ହେବା — To disagree
  • ଦେ. କ୍ରି — ତା ନାହିଁ କରିବାର ନୁହେଁ ମୋ ଉଚିତ— କୃଷ୍ଣସିଂହ, ମହାଭାରତ. ବନ।
  • ଦେ. କ୍ରି — ନାମଞ୍ଜୁର କରିବା; ଅଗ୍ରାହ୍ୟ କରିବା — To reject
  • ଦେ. କ୍ରି — ମନା କରିବା — To refuse; to deny
  • ଦେ. କ୍ରି — ଏକାଳେ ବାହୁକ ମୋତେ ନକର ନାହିଁ—କୃଷ୍ଣସିଂହ. ମହାଭାରତ, ବନ।