ନାହି ଡେଇଁବା Nāhi ḍeiñbā

  • ଦେ. ବି. — (ଲକ୍ଷଣାର୍ଥ) ରାଗାନ୍ୱିତ ହେବା, ଚିଡ଼ିବା — Becoming enraged or sullen
  • ଦେ. ବି. — (ଯଥା—ତା ଛାଇ ପଡ଼ିଲେ ୟା ନାହି ଡେଉଁଛି।)
  • ଦେ. ବି. — ଉଦର ଯନ୍ତ୍ରଣା ଯୋଗୁଁ ନାଭିରେ ସ୍ପନ୍ଦନ ଅନୁଭୂତ ହେବା — The throbbing of the navel on account of pain in the abdomen