ନାହି ଗଡ଼ାଇବା Nāhi gaṟḍ̠āibā

  • ଦେ. କ୍ରି — (ଲକ୍ଷଣାର୍ଥ) ଗରିବ ବୋଲି ଛଳନା କରିବା — (figurative) To feign poverty
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ ନ କରିବା ପାଇଁ ଛଳନାପୂର୍ବକ ଆପଣାର ଅକ୍ଷମତା ପ୍ରକାଶ କରିବା — (figurative) To feign inability