ନାହାଲ୍ବେଲି Nāhāl-beli
- ଦେ. ବି — ବନ୍ୟ ଗୁଳ୍ମବିଶେଷ — Cipadessa Futicosa (Haines)
- ଦେ. ବି — [ଦ୍ର—ଏହା ଏକ ପ୍ରକାର କଣ୍ଟା ନ ଥିବା ଗଛ। ଏଥିର ଫଳ ବା କୋଳି ପାଚିଲେ ନାଲି ଦିଶେ। ବିଲୁଆ ଓ ଗୋବରା ଚଢ଼େଇ— ମାନେ ପାଚିଲା କୋଳିକୁ ଖାଆନ୍ତି, ଏହାର କାଠ ଭଲ ଜଳେ ଓ ଏଥିରେ ଯଷ୍ଟି ହୁଏ। ଏହା ସିଂହଭୂମି, ଗଡ଼ଜାତ ଓ ପୁରୀ ଜଙ୍ଗଲ— ମାନଙ୍କରେ ଦେଖାଯାଏ।]