ନାହାକାଣୀ Nāhākāṇī

  • ଦେ. ବି. ସ୍ତ୍ରୀ — ନାହାକଜାତୀୟା ସ୍ତ୍ରୀ — A female of a Nāhāka caste
  • ଦେ. ବି. ସ୍ତ୍ରୀ — ମାଲିକାଣୀ — Mistress; she owner
  • ଦେ. ବି. ସ୍ତ୍ରୀ — ଷାଠିଏ ବାଟିର ନାହାକିଆଣୀ ମୁଁ ପର ପନ୍ଦାଡ଼ରେ ପଡ଼ିଛି—ଢଗ।