ନାହାକା ଚେର Nāhākā chera

  • ଦେ. ବି. — ଗଛର ପ୍ରଧାନ ବା ବୃହତ୍ତମ ଚେର; ଗଛରେ ଯେଉଁ ଚେର ଲମ୍ବ ଭାବରେ ମାଟି ଭିତରକୁ ବହୁ ଦୂରକୁ ଯାଇଥାଏ — The principal or main root of a tree which goes straight deep into the ground