ନାହା ବୁଡ଼ିବା Nāhā buṟḍ̠ibā

  • ଦେ. ବି. (ସଂ. ନୌ+ ବୁଡ଼ ଧାତୁ) — ଡଙ୍ଗା ଜଳମଗ୍ନ ହେବା — The foundering or sinking of a boat;
  • ଦେ. ବି. (ସଂ. ନୌ+ ବୁଡ଼ ଧାତୁ) — (ଲକ୍ଷଣାର୍ଥ) ଆଶା ଭରସା ତୁଟି ଯିବା; ଆଶ୍ରୟ ହୀନ ବା ଅରକ୍ଷ ହେବା — (figurative) Becoming hopeless and shelterless