ନାହା କ୍ଷଣ କରିବା Nāhā Kshaṇa karibā

  • ଦେ. କ୍ରି — ବିପରୀତ କୂଳର ନିର୍ଦ୍ଦିଷ୍ଟ ସ୍ଥାନ ପ୍ରତି ଲକ୍ଷ୍ୟ କରି ଡଙ୍ଗାକୁ ଏ କୂଳରୁ ଛାଡ଼ିଦେବା — To ply a boat by directing it to a fixed point on the opposite bank