ନାସ୍ପାତି Nās-pāti

  • ବୈଦେ. ବି(ତୁର୍କୀ) (ସଂ. ନାମ ଅମୃତଫଳ; ଅମ୍ବଃଫଳ) — କାବୁଲୀ ଖାଦ୍ୟଫଳ ବିଶେଷ — Pear; Pyrus Communis
  • ବୈଦେ. ବି(ତୁର୍କୀ) (ସଂ. ନାମ ଅମୃତଫଳ; ଅମ୍ବଃଫଳ) — [ଦ୍ର—ଏହା ସେଓ ଫଳ ପରି ଦେଖାଯାଏ। ଏହାର ଗଛ ହିମାଳୟ ଓ ଦକ୍ଷିଣ ଭାରତର ନୀଳଗିରି ପର୍ବତରେ ଜନ୍ମେ।]