ନାସ୍ତିକ Nāstika
- ସଂ. ବିଣ. ପୁଂ. (ନାସ୍ତି=ନାହିଁ+କ; ପରଲୋକ ଓ ଈଶ୍ୱର ନାହାନ୍ତି, ଏହା ଯେ କହେ) — ଈଶ୍ୱରଙ୍କ ଅସ୍ତିତ୍ୱ ଅସ୍ୱୀକାରକାରୀ — Atheistical
- ସଂ. ବିଣ. ପୁଂ. (ନାସ୍ତି=ନାହିଁ+କ; ପରଲୋକ ଓ ଈଶ୍ୱର ନାହାନ୍ତି, ଏହା ଯେ କହେ) — ବେଦ, ପରକାଳ ଓ ଦେବତା ଆଦି ନ ମାନିବା (ବ୍ୟକ୍ତି) — Infidel; unbeliever; denying the authority of the Bedas, a future existence and the existence of the Creator of the universe
- ବି. — ଯେ ଈଶ୍ୱରଙ୍କୁ ମାନେ ନାହିଁ — An atheist; an in- fidel; an unbeliever