ନାସ୍ତିକେ Nāstike

  • ଦେ. କ୍ରି. ବିଣ — ଅଭାବରେ — Without in the absence of,
  • ଦେ. କ୍ରି. ବିଣ — ମୋର ନାସ୍ତିକେ ସେ ଜୀଇଁ ଥିବେ, ଫେଡ଼ି କାହା ଆଗେ ଦୁଃଖ କହିବେ। ପ୍ରାଚୀ, ରହସ୍ୟ ମଞ୍ଜରୀ।