ନାସ୍ତିକତା Nāstikatā

  • ସଂ. ବି. (ନାସ୍ତିକ+ଭାବ. ତା) — ନାସ୍ତିକର ଭାବ ବା ଧର୍ମ; ଈଶ୍ୱର, ପରଲୋକ ଓ ବେଦ ମିଥ୍ୟା, ଏଭଳି ବିଶ୍ୱାସ — Infidelity; atheism; heresy