ନାସି ଲଗା Nālagā

  • ଦେ. ବିଣ — ଯେଉଁ ଫଳ ବା ପୁଷ୍ପରେ ଡେମ୍ଫ ଲାଗିଥାଏ — (a fruit or flower) With the stalk attached to it
  • ଦେ. ବିଣ — (ଦ୍ର—ଶୁଭାନୁଷ୍ଠାନମାନଙ୍କରେ ନାସିଲଗା ପଇଡ଼ କଳସ ଉପରେ ରଖାଯାଏ।)