ନାସାସ୍ରାବ Nāsā srāba

  • ସଂ. ବି. ( 6 ଷ୍ଠୀ ତତ୍; ନାସା+ସ୍ରାବ) — ଶରଦ ଯୋଗୁଁ ନାକରୁ ପାଣି ବା ସିଙ୍ଘାଣି ବୋହିବା ଅବସ୍ଥା — The running of the mucus through nose (due to cold)