ନାସାରନ୍ଧ୍ର Nāsā randhra
- ସଂ. ବି. ( 6 ଷ୍ଠୀ ତତ୍; ନାସା+ରନ୍ଧ୍ର) — ନାକପୁଡ଼ା; ନାସିକା ମଧ୍ୟସ୍ଥ ଶ୍ୱାସ ପ୍ରଶ୍ୱାସର ପଥ — Nostril
- ସଂ. ବି. ( 6 ଷ୍ଠୀ ତତ୍; ନାସା+ରନ୍ଧ୍ର) — ଗୁଣା, ବସୁଣି, ଦଣ୍ଡିଆଦି ପିନ୍ଧିବା ପାଇଁ ନାକରେ କରାଯିବା ଫୋଡ଼ — Holes bored in the nostril for wearing ornaments and noserings