ନାସାପୁଟିଆ Nāsāpuṭiā

  • ଦେ. ବି — ନାସିକାର ଅଳଙ୍କାରବିଶେଷ — Name of an ornament for nose
  • ଦେ. ବି — ମୁକୁତା ପାଞ୍ଚଗୋଟିଆ ମୋର ନାସାପୁଟିଆ, କହ୍ନାଇ ପାଶକୁ ବାଜି ଯାଉଥିବା ଝମକ ଝମକ ଖୁଣ୍ଟିଆ—ପ୍ରାଚୀ. ରହସ୍ୟମଞ୍ଜରି।