ନାସାନାହ Nāsānāha

  • ସଂ. ବି. (ନାସା+ଆନାହ) — ବାୟୁ ଓ କଫ ମିଶ୍ରିତ ହେଇ ନାକର ଛିଦ୍ର ବନ୍ଦ ହୋଇଯିବା ରୋଗ; ପ୍ରତିନାହ; ପ୍ରତୀନାହ — The stoppage of the nostrils with phlegm and wind