ନାସା ରୋଗ Nāsā roga
- ସଂ. ବି. ( 6 ଷ୍ଠୀ ତତ୍; ନାସା+ରୋଗ) — ନାକରେ ହେବା ରୋଗ — A disease of the nose
- ସଂ. ବି. ( 6 ଷ୍ଠୀ ତତ୍; ନାସା+ରୋଗ) — [ଦ୍ର—ଭାବପ୍ରକାଶ ମତରେ ନାସାରୋଗ 34 ପ୍ରକାର ଓ ସୁଶ୍ରୁତ ମତରେ 31 ପ୍ରକାର ଯଥା— ଅପୀନସ୍ୟ (ପୀନସ), ପୂତିନସ୍ୟ, ନାସାପାକ, ପୂଯଶୋଣିତ, କ୍ଷବଥୁ, ଭ୍ରଂଶଥୁ, ଦୀପ୍ତି, ପ୍ରତିନାହ, ପରିସ୍ରାବ, ନାସାଶୋଷ, 4 ପ୍ରକାର ନାସାର୍ଶଃ, 4 ପ୍ରକାର ନାଶାଶୋଥ, 7 ପ୍ରକାର ନାସାର୍ବୁଦ, 5 ପ୍ରକାର ପ୍ରତିଶ୍ୟାୟ; ଭାବପ୍ରକାଶରେ ଅଧିକା 3 ପ୍ରକାର ରକ୍ତପିତ୍ତ।] — [ଦ୍ର—ଭାବପ୍ରକାଶ ମତରେ ନାସାରୋଗ34ପ୍ରକାର ଓ ସୁଶ୍ରୁତ ମତରେ31ପ୍ରକାର ଯଥା— ଅପୀନସ୍ୟ (ପୀନସ), ପୂତିନସ୍ୟ, ନାସାପାକ, ପୂଯଶୋଣିତ, କ୍ଷବଥୁ, ଭ୍ରଂଶଥୁ, ଦୀପ୍ତି, ପ୍ରତିନାହ, ପରିସ୍ରାବ, ନାସାଶୋଷ,4ପ୍ରକାର ନାସାର୍ଶଃ,4ପ୍ରକାର ନାଶାଶୋଥ,7ପ୍ରକାର ନାସାର୍ବୁଦ,5ପ୍ରକାର ପ୍ରତିଶ୍ୟାୟ; ଭାବପ୍ରକାଶରେ ଅଧିକା3ପ୍ରକାର ରକ୍ତପିତ୍ତ]