ନାଶନ Nāṡana

  • ସଂ. ବି. (ନଶ୍ ଧାତୁ ଣିଚ, ନାଶି. ଧାତୁ+ଭାବ. ଅନ) — ଉଚ୍ଛେଦନ; ବିନାଶ କରିବା — Act of destroying; causing ruin
  • ସଂ. ବି. (ନଶ୍ ଧାତୁ ଣିଚ, ନାଶି. ଧାତୁ+ଭାବ. ଅନ) — ବିଲୋପସାଧନ — Causing extinction
  • ବିଣ — (କର୍ତ୍ତୃ ଅକ) ନାଶକ; ଉଚ୍ଛେଦକ — Destructive