ନାଳିକ, ନାଲିକ Nāḻi(li)ka
- ସଂ. ବି—(ନାଳି+କ) — ପଦ୍ମ — Lotus
- ସଂ. ବି—(ନାଳି+କ) — ଚକା ନୟନକୁ ତକା (ରେ ମନ) ନାଲିକ ବନ୍ଧୁକ ନାଲ ନେତ୍ର ତେଜ କରିପାରନ୍ତି ସେ ଫିକା। ଭଜନ।
- ସଂ. ବି—(ନାଳି+କ) — ମହିଷ — Buffalo
- ସଂ. ବି—(ନାଳି+କ) — ପ୍ରାଚୀନ କାଳରେ ଭାରତରେ ବ୍ୟବହୃତ ନଳବିଶିଷ୍ଟ ଆଗ୍ନେୟାସ୍ତ୍ର — A kind of barrelled fire- arm used in ancient india
- ସଂ. ବି—(ନାଳି+କ) — [ଦ୍ର—ଆକାର ଓ ବ୍ୟବହାର ଭେଦରେ ଏହା ଦ୍ୱିବିଧ। ଲଘୁନାଳିକ ଓ ବୃହନ୍ନାଳିକ (ଆଧୁନିକ ବନ୍ଧୁକ ଓ ତୋପ)। ଏହା 2.5/ ହାତ ଲମ୍ବା ଲୌହନଳ, ତହିଁରୁ ମୂଳରେ ତୀର୍ଯ୍ୟକ୍ଭାବରେ ଗୋଟିଏ ଛିଦ୍ର, ମୂଳଠାରୁ ଅଗ୍ର ପର୍ଯ୍ୟନ୍ତ ଅନ୍ତଃସୁଷିର (ଗର୍ତ୍ତ), ମୂଳରେ ଓ ଅଗ୍ର ଭାଗରେ ଲକ୍ଷ୍ୟ ଠିକ କରିବାର ପାଇଁ ତିଳ ବିନ୍ଦୁ ଅଛି। ଚକମକିରେ ଆଘାତ ପାଇବା ମାତ୍ରେ ନିଆଁ ବାହାରେ ଓ ସେ ନିଆଁ ଅଗ୍ନିଚୂର୍ଣ୍ଣ (ବାରୁଦ)ରେ ଲାଗି ନଳ ମଧ୍ୟର ବାରୁଦକୁ ଜଳାଏ। ନଳର ମୂଳସ୍ଥ ଛିଦ୍ର ପାଖେ ଅଗ୍ନିଚୂର୍ଣ୍ଣର ଆଧାର ନିମନ୍ତେ ଗୋଟିଏ କର୍ଣ୍ଣ ଥାଏ। ଏଥିର ଉପାଙ୍ଗ ଓ ବୁଧ୍ନ (ମୁଠ) ଉତ୍ତମ କାଠରେ ନିର୍ମିତ। ନଳସ୍ଥ ଗର୍ତ୍ତରେ ମଧ୍ୟମାଙ୍ଗୁଳି ପ୍ରବେଶ କରି ପାରିବ। ନଳରେ ଅଗ୍ନି ଚୂର୍ଣ୍ଣ ଭରିବା ପାଇଁ ଦୃଢ଼ ଲୌହ ଶଳାକା ଥାଏ। ଏ ଯନ୍ତ୍ରର ନାମ ଲଘୁ— ନାଳିକ, ଏହା ପଦାତି ଓ ଅଶ୍ୱାରୋହୀମାନେ ବ୍ୟବହାର କରୁଥିଲେ। ବୃହନ୍ନାଳିକର ଆକାର ଓ ନଳ ବଡ଼ ଓ ତହିଁରେ କାଠର ମୁଠ ନ ଥିଲା ଓ ତାହା ଶକଟ ଓ ଉଷ୍ଟ୍ରଆଦିଙ୍କ ଦ୍ୱାରା ବାହିତ ହେଉଥିଲା । ଏଥିରେ ଗୁଳା ଚଳାଯାଉଥିଲା—ଜ୍ଞାନେନ୍ଦ୍ରଙ୍କ ଉଦ୍ଧୃତ ଶୁକ୍ରନୀତି 4 ର୍ଥ ଅଧ୍ୟାୟ। ] — [ଦ୍ର—ଆକାର ଓ ବ୍ୟବହାର ଭେଦରେ ଏହା ଦ୍ୱିବିଧ ଲଘୁନାଳିକ ଓ ବୃହନ୍ନାଳିକ (ଆଧୁନିକ ବନ୍ଧୁକ ଓ ତୋପ) ଏହା2.5/ହାତ ଲମ୍ବା ଲୌହନଳ, ତହିଁରୁ ମୂଳରେ ତୀର୍ଯ୍ୟକ୍ଭାବରେ ଗୋଟିଏ ଛିଦ୍ର, ମୂଳଠାରୁ ଅଗ୍ର ପର୍ଯ୍ୟନ୍ତ ଅନ୍ତଃସୁଷିର (ଗର୍ତ୍ତ), ମୂଳରେ ଓ ଅଗ୍ର ଭାଗରେ ଲକ୍ଷ୍ୟ ଠିକ କରିବାର ପାଇଁ ତିଳ ବିନ୍ଦୁ ଅଛି ଚକମକିରେ ଆଘାତ ପାଇବା ମାତ୍ରେ ନିଆଁ ବାହାରେ ଓ ସେ ନିଆଁ ଅଗ୍ନିଚୂର୍ଣ୍ଣ (ବାରୁଦ)ରେ ଲାଗି ନଳ ମଧ୍ୟର ବାରୁଦକୁ ଜଳାଏ ନଳର ମୂଳସ୍ଥ ଛିଦ୍ର ପାଖେ ଅଗ୍ନିଚୂର୍ଣ୍ଣର ଆଧାର ନିମନ୍ତେ ଗୋଟିଏ କର୍ଣ୍ଣ ଥାଏ ଏଥିର ଉପାଙ୍ଗ ଓ ବୁଧ୍ନ (ମୁଠ) ଉତ୍ତମ କାଠରେ ନିର୍ମିତ ନଳସ୍ଥ ଗର୍ତ୍ତରେ ମଧ୍ୟମାଙ୍ଗୁଳି ପ୍ରବେଶ କରି ପାରିବ ନଳରେ ଅଗ୍ନି ଚୂର୍ଣ୍ଣ ଭରିବା ପାଇଁ ଦୃଢ଼ ଲୌହ ଶଳାକା ଥାଏ ଏ ଯନ୍ତ୍ରର ନାମ ଲଘୁ— ନାଳିକ, ଏହା ପଦାତି ଓ ଅଶ୍ୱାରୋହୀମାନେ ବ୍ୟବହାର କରୁଥିଲେ ବୃହନ୍ନାଳିକର ଆକାର ଓ ନଳ ବଡ଼ ଓ ତହିଁରେ କାଠର ମୁଠ ନ ଥିଲା ଓ ତାହା ଶକଟ ଓ ଉଷ୍ଟ୍ରଆଦିଙ୍କ ଦ୍ୱାରା ବାହିତ ହେଉଥିଲା ଏଥିରେ ଗୁଳା ଚଳାଯାଉଥିଲା—ଜ୍ଞାନେନ୍ଦ୍ରଙ୍କ ଉଦ୍ଧୃତ ଶୁକ୍ରନୀତି4ର୍ଥ ଅଧ୍ୟାୟ ]