ନାଲି ଦଉଡ଼ିଆ Nāli dauṟḍ̠iā

  • ଦେ. ବି. — ଏକ ପ୍ରକାର ନାଲି ଲଟାଳିଆ ଘାସ — A kind of red creeping grass (of the shape of sugarcane)
  • ଦେ. ବି. — [ଦ୍ର—ଏହା ଘାସ ବିଲର ହିଡ଼ କଡ଼ରେ ମାଡ଼େ ଓ ଦେଢ଼ ହାତ ପର୍ଯ୍ୟନ୍ତ ଲମ୍ବା ହୁଏ। ଏହାର ରୂପ ନାଲି ଆଖୁପରି ଦେଖାଯାଏ। ]