ନାଲି ଜୀବକଣା Nāli jībakaṇā
- ଦେ. ବି. (ବିଜ୍ଞାନ ପରିଭାଷା) — ରକ୍ତ ମଧ୍ୟରେ ଥିବା ଲାଲବର୍ଣ୍ଣବିଶିଷ୍ଟ କ୍ଷୁଦ୍ର ଅଣୁ — red corpuscles in the blood (as apposed to white corpuscles
- ଦେ. ବି. (ବିଜ୍ଞାନ ପରିଭାଷା) — [ଦ୍ର—ଏହା ରକ୍ତର ଉପାଦାନ ଅଟେ। ଅନ୍ୟ ଉପାଦାନ ଧଳା ଜୀବକଣା। ରକ୍ତରେ ନାଲି ଜୀବକଣାର ଅନୁପାତ ବଢ଼ିଲେ ତାହା ସ୍ୱାସ୍ଥ୍ୟର ସୂଚକ ଓ ଶ୍ୱେତ ଜୀବକଣାର ବୃଦ୍ଧି ଅସ୍ୱାସ୍ଥ୍ୟର ସୂଚକ ଅଟେ। ]