ନାଲି ଜଉଆ Nāli jauā

  • ପ୍ରାଦେ. (ଆଳି) ବି. — ବିରି ଫାଳ ଆକାରର ନାଲିଆ ଦୁର୍ଗନ୍ଧ ପୋକ — A kind of foetid red insect
  • ପ୍ରାଦେ. (ଆଳି) ବି. — [ଦ୍ର—ଏମାନେ ବାଇଗଣ, ଜହ୍ନି, ଭେଣ୍ଡି ଗଛର ପତ୍ର ଓ ଫଳକୁ ବିନ୍ଧି ନଷ୍ଟ କରିଦିଅନ୍ତି। ]