ନାରୁନ୍ତୁଦ Nāruntuda

  • ସଂ. ବିଣ — ଅନାହତ; ଯାହାର ଦେହରେ କୌଣସି ପ୍ରକାରର ଆଘାତ ଲାଗି ନ ପାରେ (ହି. ଶ.) ଅକାଟୁ — Invulnerable to all sorts of hurt