ନାରୀଦୂଷଣ Nārīdūshaṇa

  • ସଂ. ବି—( 6 ଷ୍ଠୀ ତତ୍; ନାରୀ+ଦୂଷଣ) — ନାରୀ ପକ୍ଷରେ ଦୋଷାବହ କାର୍ଯ୍ୟ — A breach of duty of a woman; acts derogatory to the dignity of a woman
  • ସଂ. ବି—( 6 ଷ୍ଠୀ ତତ୍; ନାରୀ+ଦୂଷଣ) — [ଦ୍ର—ମଦ୍ୟପାନ, କୁସଂସର୍ଗ, ସ୍ୱାମିତ୍ୟାଗ, ଇତସ୍ତତଃ ଭ୍ରମଣ ପରର ଗୃହରେ ଶୟନ ଓ ପରର ଗୃହରେ ବାସ ଏହି ଛଅ ଗୋଟି କର୍ମ ନାରୀର ଦୂଷଣ ଅଟେ।]