ନାରୀ ପରାୟଣ Nārī parāyaṇa

  • ସଂ. ବିଣ. ପୁ—(ବହୁବ୍ରୀହି; ନାରୀ+ପର=ଶ୍ରେଷ୍ଠ +ଅୟନ=ଅବଲମ୍ବନ) — ସ୍ତ୍ରୀ ଭକ୍ତ — Devoted to woman
  • ସଂ. ବିଣ. ପୁ—(ବହୁବ୍ରୀହି; ନାରୀ+ପର=ଶ୍ରେଷ୍ଠ +ଅୟନ=ଅବଲମ୍ବନ) — ସ୍ତ୍ରୈଣ — Effeminate
  • ସଂ. ବିଣ. ପୁ—(ବହୁବ୍ରୀହି; ନାରୀ+ପର=ଶ୍ରେଷ୍ଠ +ଅୟନ=ଅବଲମ୍ବନ) — ମାଇପୀ ଡାହାଣା — Passionately fond of women
  • ସଂ. ବିଣ. ପୁ—(ବହୁବ୍ରୀହି; ନାରୀ+ପର=ଶ୍ରେଷ୍ଠ +ଅୟନ=ଅବଲମ୍ବନ) — ସ୍ତ୍ରୀଙ୍କ ଦ୍ୱାରା ଚାଳିତ — Dominated by wives