ନାରୀ ଧର୍ମ Nārī dharma

  • ସଂ. ବି.—(ଷଷ୍ଠୀ ତତ୍; ନାରୀ+ଧର୍ମ) — ନାରୀଗଣର ପ୍ରତିପାଳ୍ୟ ଧର୍ମ — Womanhood; the duites of a woman or a wife
  • ସଂ. ବି.—(ଷଷ୍ଠୀ ତତ୍; ନାରୀ+ଧର୍ମ) — ସତୀତ୍ୱ; ପାତିବ୍ରତ୍ୟ ଧର୍ମ — Whole-hearted devotion and fidelity to one's husband
  • ସଂ. ବି.—(ଷଷ୍ଠୀ ତତ୍; ନାରୀ+ଧର୍ମ) — ସ୍ତ୍ରୀ ମାନଙ୍କର ଋତୁ — Menstrual flux