ନାରିକେଳ କ୍ଷୀରୀ Nārikeḻa kshīrī
- ସଂ. ବି (ନାରିକେଳ+କ୍ଷୀର+ଈ) — ନଡ଼ିଆ କୋରାରେ ପ୍ରସ୍ତୁତ ଏକପ୍ରକାର ମିଷ୍ଟାନ୍ନ — A sweetmeat made of the scrapings of the cocoanut kernel
- ସଂ. ବି (ନାରିକେଳ+କ୍ଷୀର+ଈ) — [ଦ୍ର—ନଡ଼ିଆ କୋରାକୁ ଘିଅ ଓ ଚିନିରେ ମିଶାଇ ଦୁଧରେ ସିଦ୍ଧ କରି ଗାଢ଼ା ହେଲେ ଓହ୍ଲାଇ ଏହା ତିଆରି ହୁଏ।]