ନାରାୟଣ Nārāyaṇa

  • ସଂ. ବି. ପୁଂ. (ନାରା=ଜଳ+ଅୟନ=ସ୍ଥାନ; ନାର= ନରସମୂହ+ଅୟନ=ଆଶ୍ରୟ; ଯେ ସୃଷ୍ଟି ଆଦ୍ୟରେ ବା ପ୍ରଳୟକାଳରେ ଜଳରେ ଶୟନ କରିଥିଲେ, କିମ୍ବା ଯେ ନରମାନଙ୍କର ଆଶ୍ରୟ; ଅଥବା ନାର= ସାରୂପ୍ୟମୁକ୍ତି+ଅୟନ—ସ୍ଥାନ; ଯେ ସାରୁପ୍ୟମୁକ୍ତିର ସ୍ଥାନ) — ବିଷ୍ଣୁ; ଭଗବାନ୍ — Name of Bishṇu
  • ସଂ. ବି. ପୁଂ. (ନାରା=ଜଳ+ଅୟନ=ସ୍ଥାନ; ନାର= ନରସମୂହ+ଅୟନ=ଆଶ୍ରୟ; ଯେ ସୃଷ୍ଟି ଆଦ୍ୟରେ ବା ପ୍ରଳୟକାଳରେ ଜଳରେ ଶୟନ କରିଥିଲେ, କିମ୍ବା ଯେ ନରମାନଙ୍କର ଆଶ୍ରୟ; ଅଥବା ନାର= ସାରୂପ୍ୟମୁକ୍ତି+ଅୟନ—ସ୍ଥାନ; ଯେ ସାରୁପ୍ୟମୁକ୍ତିର ସ୍ଥାନ) — ଋଷି ବିଶେଷ (ନର ତଳେ ନୋଟ୍ ଦେଖ) — Name of a sage
  • ସଂ. ବି. ପୁଂ. (ନାରା=ଜଳ+ଅୟନ=ସ୍ଥାନ; ନାର= ନରସମୂହ+ଅୟନ=ଆଶ୍ରୟ; ଯେ ସୃଷ୍ଟି ଆଦ୍ୟରେ ବା ପ୍ରଳୟକାଳରେ ଜଳରେ ଶୟନ କରିଥିଲେ, କିମ୍ବା ଯେ ନରମାନଙ୍କର ଆଶ୍ରୟ; ଅଥବା ନାର= ସାରୂପ୍ୟମୁକ୍ତି+ଅୟନ—ସ୍ଥାନ; ଯେ ସାରୁପ୍ୟମୁକ୍ତିର ସ୍ଥାନ) — (ନାମ) ଅଜାମିଳ ନାମକ ମହାପାପୀର ପୁତ୍ର — Name of the son of a great sinner named Ajāmiḻa
  • ସଂ. ବି. ପୁଂ. (ନାରା=ଜଳ+ଅୟନ=ସ୍ଥାନ; ନାର= ନରସମୂହ+ଅୟନ=ଆଶ୍ରୟ; ଯେ ସୃଷ୍ଟି ଆଦ୍ୟରେ ବା ପ୍ରଳୟକାଳରେ ଜଳରେ ଶୟନ କରିଥିଲେ, କିମ୍ବା ଯେ ନରମାନଙ୍କର ଆଶ୍ରୟ; ଅଥବା ନାର= ସାରୂପ୍ୟମୁକ୍ତି+ଅୟନ—ସ୍ଥାନ; ଯେ ସାରୁପ୍ୟମୁକ୍ତିର ସ୍ଥାନ) — [ଦ୍ର—ଅଜାମିଳ ଜୀବନ ଯାକ ପାପ କରି ମୃତ୍ୟୁ କାଳରେ ପୁତ୍ରକୁ ଡାକିବା ଯୋଗୁଁ ନାରାୟଣ ନାମ ଉଚ୍ଚାରଣ କରିବାରୁ ମୁକ୍ତି ଲାଭ କରିଥିଲା।]
  • ସଂ. ବି. ପୁଂ. (ନାରା=ଜଳ+ଅୟନ=ସ୍ଥାନ; ନାର= ନରସମୂହ+ଅୟନ=ଆଶ୍ରୟ; ଯେ ସୃଷ୍ଟି ଆଦ୍ୟରେ ବା ପ୍ରଳୟକାଳରେ ଜଳରେ ଶୟନ କରିଥିଲେ, କିମ୍ବା ଯେ ନରମାନଙ୍କର ଆଶ୍ରୟ; ଅଥବା ନାର= ସାରୂପ୍ୟମୁକ୍ତି+ଅୟନ—ସ୍ଥାନ; ଯେ ସାରୁପ୍ୟମୁକ୍ତିର ସ୍ଥାନ) — ପୌଷ ମାସ (ହି. ଶବ୍ଦସାଗର) — The month Pausha
  • ସଂ. ବି. ପୁଂ. (ନାରା=ଜଳ+ଅୟନ=ସ୍ଥାନ; ନାର= ନରସମୂହ+ଅୟନ=ଆଶ୍ରୟ; ଯେ ସୃଷ୍ଟି ଆଦ୍ୟରେ ବା ପ୍ରଳୟକାଳରେ ଜଳରେ ଶୟନ କରିଥିଲେ, କିମ୍ବା ଯେ ନରମାନଙ୍କର ଆଶ୍ରୟ; ଅଥବା ନାର= ସାରୂପ୍ୟମୁକ୍ତି+ଅୟନ—ସ୍ଥାନ; ଯେ ସାରୁପ୍ୟମୁକ୍ତିର ସ୍ଥାନ) — ଅ ଅକ୍ଷର (ହି. ଶ) — The alphabet 'A'
  • ସଂ. ବି. ପୁଂ. (ନାରା=ଜଳ+ଅୟନ=ସ୍ଥାନ; ନାର= ନରସମୂହ+ଅୟନ=ଆଶ୍ରୟ; ଯେ ସୃଷ୍ଟି ଆଦ୍ୟରେ ବା ପ୍ରଳୟକାଳରେ ଜଳରେ ଶୟନ କରିଥିଲେ, କିମ୍ବା ଯେ ନରମାନଙ୍କର ଆଶ୍ରୟ; ଅଥବା ନାର= ସାରୂପ୍ୟମୁକ୍ତି+ଅୟନ—ସ୍ଥାନ; ଯେ ସାରୁପ୍ୟମୁକ୍ତିର ସ୍ଥାନ) — କୃଷ୍ଣ ଯଜୁର୍ବେଦାନ୍ତର୍ଗତ ଉପନିଷଦବିଶେଷ — Title of an Upanishad in the Black J̄ajurbeda
  • ସଂ. ବି. ପୁଂ. (ନାରା=ଜଳ+ଅୟନ=ସ୍ଥାନ; ନାର= ନରସମୂହ+ଅୟନ=ଆଶ୍ରୟ; ଯେ ସୃଷ୍ଟି ଆଦ୍ୟରେ ବା ପ୍ରଳୟକାଳରେ ଜଳରେ ଶୟନ କରିଥିଲେ, କିମ୍ବା ଯେ ନରମାନଙ୍କର ଆଶ୍ରୟ; ଅଥବା ନାର= ସାରୂପ୍ୟମୁକ୍ତି+ଅୟନ—ସ୍ଥାନ; ଯେ ସାରୁପ୍ୟମୁକ୍ତିର ସ୍ଥାନ) — ଅସ୍ତ୍ର ବିଶେଷ (ହି. ଶବ୍ଦସାଗର) — Name of a weapon
  • ଦେ. ବି. ପୁଂ. — ମନୁଷ୍ୟଙ୍କ ନାମ — Name given to males