ନାରସିଂହୀ Nārasiṁhī

  • ସଂ. ବି. ସ୍ତ୍ରୀ — ନରସିଂହ ମୂର୍ତ୍ତି ଧାରିଣୀ ଦୁର୍ଗାଙ୍କ ମୂର୍ତ୍ତି — An incarnation of Durgā, half woman and half lion
  • ସଂ. ବି. ସ୍ତ୍ରୀ — [ଦ୍ର—ଅସୁର ବିନାଶ ସମୟରେ ଏ ଆବିର୍ଭୂତା ହୋଇଥିବା କଥା ଚଣ୍ଡୀ ପୁରାଣରେ ବର୍ଣ୍ଣିତ ଅଛି।]