ନାରଦୀ Nāradī

  • ଦେ. ବି — ବାଦ୍ୟ ଯନ୍ତ୍ର ବିଶେଷ — 1. A musical instrument
  • ଦେ. ବି — ମର୍ଦ୍ଦନ ତାଳ ବନେ ନାରଦୀ ବାଇଣ—ପ୍ରଚୀ, ଶ୍ରୀଗୁରୁଭକ୍ତି ଗୀତା ।
  • ଦେ. ବି — ସ୍ତ୍ରୀଲୋକଙ୍କୁ ଦିଆଯିବା ଗାଳି — A term of abuse applied to females
  • ଦେ. ବିଣ. ସ୍ତ୍ରୀ — ଯେଉଁ ସ୍ତ୍ରୀ ପର ଘରେ କଳହର ସୂତ୍ରପାତ କରେ — (a woman) Sowing the seeds of dissension in the families of others