ନାରଦୀୟ Nāradīya

  • ସଂ. ବିଣ (ନାରଦ+ ସମ୍ବନ୍ଧାର୍ଥେ. ଈୟ) — ନାରଦ ସମ୍ବନ୍ଧୀୟ — Pertaining to Nārada
  • ସଂ. ବିଣ (ନାରଦ+ ସମ୍ବନ୍ଧାର୍ଥେ. ଈୟ) — ନାରଦ କୃତ ବା ରଚିତ — Composed by Nārada
  • ସଂ. ବିଣ (ନାରଦ+ ସମ୍ବନ୍ଧାର୍ଥେ. ଈୟ) — (ଯଥା—ନାରଦୀୟ ପୁରାଣ, ନାରଦୀୟ ତନ୍ତ୍ର, ନାରଦୀୟ ସ୍ମୃତି।)