ନାମ୍ଖତେଇ Nām-khatei
- ବୈଦେ. ବି (ଫା. ନାନ୍ଖତାଇ) — ଗୁଡ଼ାଖୁଖିଆ ଟିକିଆ ବା ବିସ୍କୁଟ ଆକାରର ଏକପ୍ରକାରର ମିଷ୍ଟାନ୍ନ — A kind of country biscuit
- ବୈଦେ. ବି (ଫା. ନାନ୍ଖତାଇ) — [ଦ୍ର—ଘିଅ ଓ ଚିନିରେ ଚାଉଳଅଟାକୁ ଗୋଳାଇ ତାକୁ ଖଜାପରି ଗୋଟିଏ ଗୋଟିଏ ପତଳା ପିଣ୍ଡ କରି ଗୋଟିଏ ଲୁହାର ଥାଳି ଉପରେ ରଖାଯାଏ। ଏଥିର ଉପରେ ଓ ତଳେ କିଛି ଛଡ଼ାରେ ଜଳନ୍ତା ଅଙ୍ଗାର ପୂର୍ଣ୍ଣ ଦୁଇଟି ଅନ୍ୟ ଥାଳି ରଖାଯାଏ। ଏଥିରୁ ଏକପ୍ରକାର ସୁଗନ୍ଧ ବାହାରିବାର ଜଣାଗଲେ ଏହା ସୁପକ୍ୱ ହେଲା ବୋଲି ଜଣାଯାଏ।]