ନାମାନୁଶାସନ Nāmānuṡāsana
- ସଂ. ବି. ( 6 ଷ୍ଠୀ ତତ୍; ନାମ+ଅନୁଶାସନ) — ଶବ୍ଦାର୍ଥବାଚକ ଅଭିଧାନ — A dictionary containing the import of words
- ସଂ. ବି. ( 6 ଷ୍ଠୀ ତତ୍; ନାମ+ଅନୁଶାସନ) — (ବ୍ୟାକରଣ) ବିଶେଷ୍ୟ ଶବ୍ଦମାନଙ୍କର ଲିଙ୍ଗବିଷୟକ ନିୟମ — (grammar) Rules on the gender of nouns