ନାମ ସଂଗ୍ରହ Nāma saṁgraha

  • ସଂ. ବି ( 6 ଷ୍ଠୀ ତତ୍; ନାମ+ସଂଗ୍ରହ) — ବିଶେଷ୍ୟ ପଦମାନଙ୍କର ସଂଗ୍ରହ — A glossary of nouns (Apte)
  • ସଂ. ବି ( 6 ଷ୍ଠୀ ତତ୍; ନାମ+ସଂଗ୍ରହ) — ବ୍ୟକ୍ତି, ବସ୍ତୁ ବା ସ୍ଥାନମାନଙ୍କର ନାମର ତାଲିକା — 2. A list of names