ନାମ ମାରିନେବା Nāma mārinebā

  • ଦେ. କ୍ରି (ବ୍ୟଙ୍ଗ୍ୟ) — ଖ୍ୟାତିଜନକ କାର୍ଯ୍ୟ ନ କରି ଲୋକଙ୍କ ଆଖିରେ ଧୂଳି ଦେଇ ବା ଅନ୍ୟର ଅର୍ଥ ବ୍ୟୟ କରି ସ୍ୱୟଂ ଖ୍ୟାତି ଲାଭ କରିବା — (ironical) To get a good name without doing anything to deserve it