ନାମ ବର୍ଜିତ Nāma barjita

  • ସଂ. ବିଣ. ( 3 ୟା ତତ୍; ନାମ+ବର୍ଜିତ) — ଅନାମକ; ଯାହାର ନାମ ନାହିଁ — Nameless
  • ସଂ. ବିଣ. ( 3 ୟା ତତ୍; ନାମ+ବର୍ଜିତ) — ଅପ୍ରସିଦ୍ଧ — Unrenowned
  • ସଂ. ବିଣ. ( 3 ୟା ତତ୍; ନାମ+ବର୍ଜିତ) — ନିର୍ବୋଧ — Stupid; foolish (Apte)