ନାମ ଦ୍ୱାଦଶୀ Nāma dwādaṡī

  • ସଂ. ବି. — ମାର୍ଗଶିର ଶୁକ୍ଳ ତୃତୀୟା ଦିନ ଗୌରୀ, କାଳୀ ଉମା, ଦୁର୍ଗା, ଭଦ୍ରା, କାନ୍ତି, ସରସ୍ୱତୀ, ମଙ୍ଗଳା, ବୈଷ୍ଣବୀ, ଲକ୍ଷ୍ମୀ, ଶିବା ଓ ନାରାୟଣୀ ଏହି 12 ଟି ଦେବୀଙ୍କର ପୂଜାସଂବଳିତ ଦେବୀପୁରାଣୋକ୍ତ ବ୍ରତବିଶେଷ (ହି. ଶ.) — ମାର୍ଗଶିର ଶୁକ୍ଳ ତୃତୀୟା ଦିନ ଗୌରୀ, କାଳୀ ଉମା, ଦୁର୍ଗା, ଭଦ୍ରା, କାନ୍ତି, ସରସ୍ୱତୀ, ମଙ୍ଗଳା, ବୈଷ୍ଣବୀ, ଲକ୍ଷ୍ମୀ, ଶିବା ଓ ନାରାୟଣୀ ଏହି12ଟି ଦେବୀଙ୍କର ପୂଜାସଂବଳିତ ଦେବୀପୁରାଣୋକ୍ତ ବ୍ରତବିଶେଷ (ହି. ଶ.)Name of a religious vow in which 12 Goddesses are worshipped