ନାମ ଦେବା Nāma debā

  • ଦେ. କ୍ରି — ନାଁ ଦେବା; ନାମକରଣ କରିବା — To give a new name to an infant
  • ଦେ. କ୍ରି — ଏବେ ଗୋପକୁ ତୁମ୍ଭେ ଯାଅ, ମୋର ପୁତ୍ରଙ୍କୁ ନାମ ଦିଆ ଜଗନ୍ନାଥ—ଭାଗବତ।