ନାମ ଡୁବେଇବା Nāma ḍubeibā

  • ଦେ. କ୍ରି. — ଆପଣାର ବା ଆପଣା ବଂଶର ସୁଖ୍ୟାତିରେ କଳଙ୍କ ଆନୟନ କରିବା — To bring a stigma on one's good name or one's family reputation
  • ଦେ. କ୍ରି. — ନାଁ ପକାଇବା (ଦେଖ) — Nāñ pakāibā (See)