ନାମ ଜାରି Nāma jāri
- ବୈଦେ. ବି. (ଫା.) — ସୁନାମ ବିଖ୍ୟାତ ହେବା ବା ସ୍ଥାୟୀ ହେବା — The establishment of a person's reputation
- ବୈଦେ. ବି. (ଫା.) — (କଚିରିଆ ପୂର୍ବ ଭୂସ୍ୱାମୀର ନାମ ପରିବର୍ତ୍ତରେ ନୂତନ ଭୂସ୍ୱାମୀଙ୍କ ନାମ କାଗଜପତ୍ରରେ ଉଲ୍ଲେଖ କରାଯିବା; ଦାଖଲ ଖାରଜ — Registration or mutation of the name of the present land-holder in the place of the past one