ନାମ ଜପିବା Nāma japibā

  • ଦେ. କ୍ରି.—(ସଂ. ନାମ+ଜପଧାତୁ) — ଇଷ୍ଟଦେବଙ୍କ ନାମ ମନେ ମନେ ବାରମ୍ବାର ସ୍ମରଣ କରିବା — To repeat the name of one's worshipped deity silently
  • ଦେ. କ୍ରି.—(ସଂ. ନାମ+ଜପଧାତୁ) — କୌଣସି ଅଭିଳଷିତ ବ୍ୟକ୍ତିଙ୍କ ବିରହରେ ତାଙ୍କ ନାମକୁ ସର୍ବଦା ମନେ ପକାଇବା; ଝୁରିବା — To pine after a dear person
  • ଦେ. କ୍ରି.—(ସଂ. ନାମ+ଜପଧାତୁ) — ମାଳା ଦ୍ୱାରା ଇଷ୍ଟଦେବଙ୍କ ନାମ ବା ମନ୍ତ୍ର ଜପ କରିବା — To count the name of one's Deity with the beads