ନାମ ଘୋଷିବା Nāma ghoshibā

  • ଦେ. କ୍ରି. — ଇଷ୍ଟ ଦେବଙ୍କ ନାମ ଆବୃତ୍ତି କରିବା — To repeat or mutter the name of one's Deity
  • ଦେ. କ୍ରି. — କୌଣସି ପ୍ରିୟ ବ୍ୟକ୍ତିଙ୍କ ବିରହରେ ତାଙ୍କ ନାମ ସର୍ବଦା ଆବୃତ୍ତି କରିବା; ଝୁରିବା — To pine after an absent beloved person