ନାମ ଘେନିବା Nāma ghenibā

  • ଦେ. ବି.—(ସଂ. ନାମ ଗ୍ରହଣ) — ଗୁରୁଙ୍କ ଠାରୁ ଇଷ୍ଟ— ମନ୍ତ୍ର ଗ୍ରହଣ କରିବା — To be initiated into one's esoteric formula by the spiritual preceptor
  • ଦେ. ବି.—(ସଂ. ନାମ ଗ୍ରହଣ) — ଏଣୁ କରି ସଦଗୁରୁ ଠାରୁ ଘେନି ନାମ। ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା।