ନାମ ଗ୍ରହଣ Nāma grahaṇa

  • ସଂ. ବି.—( 6 ଷ୍ଠୀ ତତ୍; ନାମ+ଗ୍ରହଣ) — ନାମ ଧରି ଡାକିବା — Invoking some one by name
  • ସଂ. ବି.—( 6 ଷ୍ଠୀ ତତ୍; ନାମ+ଗ୍ରହଣ) — ନାମ ଉଚ୍ଚାରଣ — Uttering a name
  • ଦେ. ବି. — ନାମ ଘେନିବା (ଦେଖ) — Nāma ghenibā (See)