ନାମ କରିବା Nāma karibā

  • ଦେ. କ୍ରି. — କୌଣସି ଜୀବର ବା ସ୍ଥାନର ନାମ ଉଲ୍ଲେଖ କରିବା — To mention the name of an animal or place
  • ଦେ. କ୍ରି. — ହରି ନାମ ଭଜନ କରିବା — To invoke the name of the Deity
  • ଦେ. କ୍ରି. — ସୁଖ୍ୟାତି ପାଇବା; ପ୍ରସିଦ୍ଧି ଲାଭ କରିବା — To earn a reputation
  • ଦେ. କ୍ରି. — ଅନ୍ୟର ସୁଖ୍ୟାତି କରିବା; ପ୍ରଶଂସା କରିବା — To praise a person