ନାମ କଟା Nāma kaṭā
- ଦେ. ବି. (ସଂ. ନାମ କର୍ତ୍ତନ) — କୌଣସି ତାଲିକାରୁ କୌଣସି ବ୍ୟକ୍ତିର ନାମ ଉଠିଯିବା — The striking off of a name
- ଦେ. ବିଣ — ଯେଉଁ ବ୍ୟକ୍ତିର ନାମ କାଗଜ ପତ୍ରରୁ ଉଠା ଯାଇଥାଏ — 1. One whose name has been struck off
- ଦେ. ବିଣ — ବରଖାସ୍ତ କରା ଯାଇଥିବା — Dismissed
- ଦେ. ବିଣ — (ଯଥା—ନାମ କଟା ସିପାହୀ।)