ନାମ କଟାଇବା Nāma kaṭāibā

  • ଦେ. କ୍ରି — କୌଣସି ସ୍କୁଲରୁ ବା ଦଳରୁ ଆପଣା ନାମ କର୍ତ୍ତିତ ହେବାର ଉପାୟ କରିବା — To get one's name struck of a roll or list or society